ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯାଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯାଆ   ବିଶେଷ୍ୟ

ଅର୍ଥ : ସ୍ୱାମୀଙ୍କ ବଡ଼ ଭାଇଙ୍କ ସ୍ତ୍ରୀ

ଉଦାହରଣ : ନୂଆବୋହୂ ଶାଶୁ ଓ ବଡ଼ ଯାଆଙ୍କଠାରୁ ପାରିବାରିକ ପରମ୍ପରା ହିଁ ଶିଖେ

ସମକକ୍ଷ : ବଡ଼ ଯାଆ

पति के बड़े भाई की स्त्री।

नई बहू अपनी पारिवारिक परम्पराएँ सास और जेठानी से ही सीखती है।
जिठानी, जेठानी

A relative by marriage.

in-law, relative-in-law