ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯନ୍ତ୍ରବିନ୍ୟାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯନ୍ତ୍ରବିନ୍ୟାସ   ବିଶେଷ୍ୟ

ଅର୍ଥ : କୌଣସି ଯନ୍ତ୍ରର ଯେଉଁ ଯନ୍ତ୍ରାଂଶଗୁଡ଼ିକ କୌଣସି ପ୍ରକ୍ରିୟାକୁ ସଞ୍ଚାଳିତ କରେ

ଉଦାହରଣ : ଜଣେ କୁଶଳୀ ଯନ୍ତ୍ରୀ ହେବାପାଇଁ ଆପଣଙ୍କୁ ଯନ୍ତ୍ରବିନ୍ୟାସକୁ ଭଲ ରୂପେ ବୁଝିବାକୁ ହେବ

ସମକକ୍ଷ : ମେକାନିଜମ, ଯନ୍ତ୍ର ସଂରଚନା

* यंत्र के पुर्जों का वह समूह जो किसी क्रिया को संचालित करता है।

एक कुशल यंत्रविद् बनने के लिए आपको यंत्रविन्यास को अच्छी तरह समझना होगा।
मेकनिज्म, मैकनिज्म, यंत्र-रचना, यंत्र-विन्यास, यंत्र-संरचना, यंत्रविन्यास

Device consisting of a piece of machinery. Has moving parts that perform some function.

mechanism