ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯଥାର୍ଥବାଦୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯଥାର୍ଥବାଦୀ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତି ଯଥାର୍ଥବାଦକୁ ଗ୍ରହଣ କରେ

ଉଦାହରଣ : ଯଥାର୍ଥବାଦୀମାନେ ତର୍କଦ୍ୱାରା ମାୟାବାଦକୁ ଅସ୍ତିତ୍ୱରହିତ ଆଖ୍ୟାଦେଲେ

यथार्थवाद को माननेवाला व्यक्ति।

यथार्थवादियों ने तर्क द्वारा मायावाद को अस्तित्वरहित बताया।
यथार्थवादी

A person who accepts the world as it literally is and deals with it accordingly.

realist

ଯଥାର୍ଥବାଦୀ   ବିଶେଷଣ

ଅର୍ଥ : ଯଥାର୍ଥବାଦକୁ ଗ୍ରହଣ କରୁଥିବା ଲୋକ

ଉଦାହରଣ : ରମେଶ ଜଣେ ଯଥାର୍ଥବାଦୀ

यथार्थवाद को माननेवाला।

रमेश एक यथार्थवादी व्यक्ति है।
यथार्थवादी