ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯଜ୍ଞକୁଣ୍ଡ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯଜ୍ଞକୁଣ୍ଡ   ବିଶେଷ୍ୟ

ଅର୍ଥ : ଖୋଳା ହୋଇଥିବା ଗାତ ବା ମାଟି ଅଥବା ଧାତୁରେ ତିଆରି ହୋଇଥିବା ପାତ୍ର ଯେଉଁଥିରେ ଯଜ୍ଞ କରାଯାଏ

ଉଦାହରଣ : ରାଜା ଦ୍ରୁପଦଙ୍କ କନ୍ୟା ଦ୍ରୌପଦୀ ଯଜ୍ଞକୁଣ୍ଡରୁ ଜନ୍ମ ହୋଇଥିଲେ

ସମକକ୍ଷ : ଅଗ୍ନି କୁଣ୍ଡ, ହବନକୁଣ୍ଡ

ଅର୍ଥ : ହବନ କରିବା ନିମନ୍ତେ ତିଆରି ହୋଇଥିବା କୁଣ୍ଡ

ଉଦାହରଣ : ହବନ କରିବା ନିମନ୍ତେ ହୋମକୁଣ୍ଡରେ ଅଗ୍ନି ପ୍ରଜ୍ଜ୍ୱଳିତ କରାଯାଉଛି

ସମକକ୍ଷ : ହବନକୁଣ୍ଡ, ହୋମକୁଣ୍ଡ