ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୟୂର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୟୂର   ବିଶେଷ୍ୟ

ଅର୍ଥ : ଅତ୍ୟନ୍ତ ସୁନ୍ଦର ଏକ ବଡ଼ ପକ୍ଷୀ ଯାହାର ପକ୍ଷ ଓ ପୁଚ୍ଛ ଲମ୍ବା ହୋଇଥାଏ

ଉଦାହରଣ : ମୟୂର ଭାରତର ରାଷ୍ଟ୍ରୀୟ ପକ୍ଷୀ

ସମକକ୍ଷ : କଳାପୀ, କେକୀ, ବରହୀ, ଶିଖଣ୍ଡିନୀ, ଶିଖୀ

Male peafowl. Having a crested head and very large fanlike tail marked with iridescent eyes or spots.

peacock

ଅର୍ଥ : ଅଣ୍ଡିରା ମୟୂର

ଉଦାହରଣ : ମୟୂର ଓ ମୟୂରୀଙ୍କର ଯୋଡ଼ି ଖାଦ୍ୟ ସଂଗ୍ରହ କରୁଛନ୍ତି

Male peafowl. Having a crested head and very large fanlike tail marked with iridescent eyes or spots.

peacock