ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୌସୁମୀ ବାୟୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୌସୁମୀ ବାୟୁ   ବିଶେଷ୍ୟ

ଅର୍ଥ : ଭାରତ ମହାସାଗର ଉପରେ ପ୍ରବାହିତ ବାୟୁ ଯାହାର ପ୍ରବାହ ହେତୁ ଭାରତରେ ବର୍ଷା ହୁଏ

ଉଦାହରଣ : ଏଥରକ ମୌସୁମୀ ବାୟୁ ଡେରିରେ ଆସିବାରୁ ଚାଷ କାମ ପଛେଇ ଯାଇଛି

भारतीय महासागर से बहनेवाली एक वायु जिसके चलने से भारत में वर्षा होती है।

इस बार मानसून के देर से आने के कारण खेती पिछड़ गई।
बरसाती हवा, मानसून, मानसूनी हवा

A seasonal wind in southern Asia. Blows from the southwest (bringing rain) in summer and from the northeast in winter.

monsoon

ମୌସୁମୀ ବାୟୁ   ବିଶେଷଣ

ଅର୍ଥ : ଋତୁ ସମ୍ବନ୍ଧୀୟ

ଉଦାହରଣ : ଗ୍ରୀଷ୍ମ ପରେ ବର୍ଷାଋତୁର ମୌସୁମୀ ବାୟୁ ଭାରି ଆନନ୍ଦ ଦାୟକ ହୋଇଥାଏ

मौसम या ऋतु संबंधी।

गर्मी के बाद बरसात की मौसमी हवाएँ बहुत खुशनुमा होती हैं।
आर्त्तव, मौसमी

Occurring at or dependent on a particular season.

Seasonal labor.
A seasonal rise in unemployment.
seasonal