ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୋଲଡୋୱାଇ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୋଲଡୋୱାଇ   ବିଶେଷ୍ୟ

ଅର୍ଥ : ମୋଲଡୋୱା ଲୋକଙ୍କ ଭାଷା

ଉଦାହରଣ : ମୋଲଡୋବା ଭାଷାର ରୋମାନିଆ ଭାଷା ସହିତ ସାମଞ୍ଜସ୍ୟ ରହିଛି

ସମକକ୍ଷ : ମୋଲଡୋବା ଭାଷା, ମୋଲଡୋୱାଇ ଭାଷା

मोल्डोवा के लोगों की भाषा।

मोल्डोवाई रोमानियाई भाषा से मिलती-जुलती है।
मोलडोवाई, मोलडोवाई भाषा, मोलडोवाई-भाषा, मोल्डोवाई, मोल्डोवाई भाषा, मोल्डोवाई-भाषा

ଅର୍ଥ : ମୋଲଡୋବାର ନିବାସୀ

ଉଦାହରଣ : ଜଣେ ମୋଲଡୋବାବାସୀ ଆମକୁ ମୋଲଡୋବା ବୁଲି ଦେଖାଇଲା

ସମକକ୍ଷ : ମୋଲଡୋବାବାସୀ

मोल्डोवा का निवासी।

एक मोल्डोवाई ने हमें मोल्डोवा घुमाया।
मोलडोवा-वासी, मोलडोवाई, मोलडोवावासी, मोल्डोवा-वासी, मोल्डोवाई, मोल्डोवावासी

A native or inhabitant of Europe.

european

ମୋଲଡୋୱାଇ   ବିଶେଷଣ

ଅର୍ଥ : ମୋଲଡୋୱାଇ ଭାଷା ସହିତ ସମ୍ବନ୍ଧିତ ବା ମୋଲଡୋୱାଇ ଭାଷାର

ଉଦାହରଣ : ସେ ମୋଲଡୋୱାଇ ଉପନ୍ୟାସ ପଢ଼ୁପଢ଼ୁ ଶୋଇଗଲା

ସମକକ୍ଷ : ମୋଲଡୋୱାଇ ଭାଷା

ଅର୍ଥ : ମୋଲଡୋୱା ସହିତ ସମ୍ବନ୍ଧିତ ବା ମୋଲଡୋୱାର

ଉଦାହରଣ : ମୋଲଡୋୱାଇ ସଂସ୍କୃତି ଉପରେ ପଡ଼ୋଶୀ ରାଜ୍ୟ ରୋମାନିୟାର ଅଧିକ ପ୍ରଭାବ ସ୍ପଷ୍ଟ ଜଣାପଡ଼େ

मोल्डोवा के निवासी, वहाँ की भाषा, संस्कृति आदि से संबंधित या मोल्डोवा का।

मोल्डोवाई संस्कृति पर पड़ोसी राज्य रोमानिया का अधिक प्रभाव स्पष्ट दिखाई पड़ता है।
मोलडोवाई, मोल्डोवाई

Of or relating to or characteristic of Moldova or its people or culture.

moldovan