ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୋର୍ଚ୍ଚା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୋର୍ଚ୍ଚା   ବିଶେଷ୍ୟ

ଅର୍ଥ : ବିଶେଷକରି ପ୍ରଦର୍ଶନପାଇଁ କ୍ରମରେ ଆଗକୁ ବଢ଼ୁଥିବା ଲୋକଦଳ ବା ବାହନ ସମୁଦାୟ

ଉଦାହରଣ : ବିନା କାରଣରେ ପୋଲିସ ଶୋଭାଯାତ୍ରାକାରୀଙ୍କ ଉପରେ ଲାଠି ଚାର୍ଜ୍ କଲା

ସମକକ୍ଷ : ଶୋଭାଯାତ୍ରା

विशेषकर लोगों या वाहनों का समुदाय जो प्रदर्शन आदि के लिए क्रम में आगे बढ़ रहा हो।

पुलिस ने बिना कारण बताये जुलूस पर लाठी चार्ज कर दिया।
जलूस, जुलूस, मोरचा, मोर्चा

A procession of people walking together.

The march went up Fifth Avenue.
march

ଅର୍ଥ : କିଛି (ସାହାସିକ)କାର୍ୟ୍ୟ ଆଦିରେ ସବୁଠାରୁ ପ୍ରଥମତଃ ଅମୂର୍ତ୍ତସ୍ଥାନ

ଉଦାହରଣ : ଘଣ୍ଟାଏ ଧରି ସଚିନ୍ ମୋର୍ଚ୍ଚା ସମ୍ଭାଳିକରି ପାକିସ୍ଥାନୀ ଟିମ୍କୁ ବିବ୍ରତ କରିଦେଲେ

ସମକକ୍ଷ : ମୋରଚା

किसी (साहसिक) कार्य आदि में सबसे आगे का अमूर्त स्थान।

सचिन ने घंटों तक मोर्चा संभालकर पाकिस्तानी टीम को धूल चटा दी।
मोरचा, मोर्चा

An abstract mental location.

He has a special place in my thoughts.
A place in my heart.
A political system with no place for the less prominent groups.
place