ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୋତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୋତି   ବିଶେଷ୍ୟ

ଅର୍ଥ : ସାମୁଦ୍ରିକ ଶାମୁକାରୁ ମିଳୁଥିବା ଏକ ବହୁମୂଲ୍ୟ ରତ୍ନ

ଉଦାହରଣ : ଗୀତା ମୁକ୍ତାର ମୁଦି ପିନ୍ଧିଛି

ସମକକ୍ଷ : ମୁକୁତା, ମୁକ୍ତା, ଶୁକ୍ତି

A smooth lustrous round structure inside the shell of a clam or oyster. Much valued as a jewel.

pearl

ଅର୍ଥ : ଜାଇ ଭଳି ଏକ ପ୍ରକାରର ଲତା

ଉଦାହରଣ : ବଗିଚାରେ ମୋତି ଖୁବ୍‌ ମାଡ଼ିଛି

चमेली की तरह एक प्रकार की बेला।

बगीचे का मोतिया खूब फैला है।
मोतिया

A plant with a weak stem that derives support from climbing, twining, or creeping along a surface.

vine