ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୋଟର ସାଇକଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୋଟର ସାଇକଲ   ବିଶେଷ୍ୟ

ଅର୍ଥ : ପେଟ୍ରୋଲ, ଡିଜେଲଆଦିରେ ଚାଲୁଥିବା ଦୁଇଚକିଆ ଗାଡ଼ି ଯାହାର ଚକ ସ୍କୁଟର ଚକ ଅପେକ୍ଷା ବଡ଼

ଉଦାହରଣ : ସେ ବହୁ ଜୋରରେ ମୋଟର ସାଇକଲ ଚଲାଏ

ସମକକ୍ଷ : ଫଟଫଟିଆ, ବାଇକ

पेट्रोल, डीजल आदि से चलने वाला दुपहिया वाहन जिसके पहिये स्कूटर की अपेक्षा बड़े होते हैं।

वह बहुत ही तेज मोटरसाइकिल चलाता है।
फटफटिया, फटफटी, बाइक, मोटर बाइक, मोटर साइकिल, मोटर-सायकल, मोटर-सायकिल, मोटरबाइक, मोटरसाइकल, मोटरसाइकिल, मोटरसायकल, मोटरसायकिल, मोबाइक

A motor vehicle with two wheels and a strong frame.

bike, motorcycle