ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୋଜା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୋଜା   ବିଶେଷ୍ୟ

ଅର୍ଥ : କ୍ରୁଶ୍‌, ସିଲେଇ ବା ମେସିନ୍‌ଦ୍ୱାରା ବୁଣା ହୋଇଥିବା ପାଦ ଘୋଡ଼ାଇବା ପାଇଁ ସୂତା, ଉଲ୍‌ର ଆବରଣ

ଉଦାହରଣ : ଶୀତ ଦିନରେ ଲୋକେ ମଫଲର ଓ ମୋଜା ପିନ୍ଧନ୍ତି

क्रोशिये, सिलाई अथवा मशीन द्वारा बुनकर बनाया जाने वाला पाँव ढकने का धागे, सूत, आदि का आवरण।

जाड़े के दिनों में लोग ऊनी मोज़े पहनते हैं।
जुराब, जुर्राब, पायताबा, मोज़ा, मोजा