ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମେରୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମେରୁ   ବିଶେଷ୍ୟ

ଅର୍ଥ : ପୃଥିବୀର ଦକ୍ଷିଣ ଓ ଉତ୍ତର ଶୀର୍ଷରୁ ପ୍ରତ୍ୟେକ ଏବଂ ଏହି ଦୁଇଟି ମଧ୍ୟରେ ହିଁ ଅକ୍ଷାଂଶର ଅବସ୍ଥିତିକୁ ଗ୍ରହଣ କରାଯାଏ

ଉଦାହରଣ : ଏସିଆ ଉତ୍ତର ଧ୍ରୁବଠାରୁ ଭୂମଧ୍ୟରେଖା ପର୍ଯ୍ୟନ୍ତ ବିସ୍ତୃତ

पृथ्वी के दक्षिण और उत्तर के सिरे में से प्रत्येक और इन दोनों के मध्य ही अक्ष रेखा की स्थिति मानी जाती है।

एशिया उत्तरी ध्रुव से लेकर भूमध्य रेखा तक फैला हुआ है।
ध्रुव

One of two points of intersection of the Earth's axis and the celestial sphere.

celestial pole, pole

ଅର୍ଥ : ମଈମୁଣ୍ଡର ଯେଉଁ ସ୍ଥାନରେ ଦଉଡ଼ି ବନ୍ଧା ଯାଏ

ଉଦାହରଣ : କୃଷକ ମେରୁରେ ଦଉଡ଼ି ବାନ୍ଧୁଛି

हेंगे के सिरे का वह भाग जिसमें रस्सी बाँधी जाती है।

किसान मेरुए में रस्सी बाँध रहा है।
मेरुआ, मेरुवा