ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମେରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମେରି   ବିଶେଷ୍ୟ

ଅର୍ଥ : ଯେଉଁ ଖୁଣ୍ଟିରେ ବଳଦଙ୍କୁ ବାନ୍ଧି ଫସଲକୁ ବେଙ୍ଗଳା କରାଯାଏ

ଉଦାହରଣ : ଚାଷୀ ଖଳାରେ ମେରି ପୋତୁଛି, ଯାହାଫଳରେ ବଳଦଙ୍କଦ୍ୱାରା ବେଙ୍ଗଳା ପକାଯାଇପାରିବ

ସମକକ୍ଷ : ମେଳି, ମେଡ଼ି

वह खंबा जिसमें बैलों को बाँधकर फसल की दौंरी कराई जाती है।

किसान खलिहान में मेधि गाड़ रहा है ताकि बैलों द्वारा दौंरी कराई जा सके।
मेधि