ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମେଣ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମେଣ୍ଟ   ବିଶେଷ୍ୟ

ଅର୍ଥ : ଏକାଠି ହୋଇ ରହୁଥିବା ଗୋଟିଏ ଜଙ୍ଗଲୀ ସ୍ତନ୍ୟପାୟୀ ଜାତିର ଦଳ

ଉଦାହରଣ : ହରିଣଦଳରୁ ଅଲଗା ହୋଇଯାଇଥିବା ଶାବକକୁ ହେଟାବାଘ ମାଡ଼ିବସିଲା

ସମକକ୍ଷ : ଗୋଠ, ଦଳ, ପଲ, ବୃନ୍ଦ

* एक जाति के जंगली स्तनपायियों का समुदाय जो साथ रहते हैं।

हिरण के झुंड से विलग शावक को भेड़िए ने दबोच लिया।
झुंड, झुण्ड, दल, वृंद, वृन्द, हलक़ा, हलका, हल्क़ा, हल्का

A group of wild mammals of one species that remain together: antelope or elephants or seals or whales or zebra.

herd