ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମେଘବାଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମେଘବାଣ   ବିଶେଷ୍ୟ

ଅର୍ଥ : ହିନ୍ଦୁ ଧର୍ମ ଗ୍ରନ୍ଥରେ ବର୍ଣ୍ଣିତ ଏକ ପ୍ରକାରର ବାଣ,ଯାହାର ପ୍ରୟୋଗରେ ମେଘ ଘୋଟି ଯାଏ

ଉଦାହରଣ : ଯୋଦ୍ଧାଙ୍କଦ୍ୱାରା ମେଘବାଣ ପ୍ରୟୋଗରେ ଯୁଦ୍ଧଭୂମିରେ ମେଘ ଘୋଟିଗଲା

ସମକକ୍ଷ : ଘନବାଣ

हिंदू धर्म ग्रंथों में वर्णित एक प्रकार का बाण, जिसके प्रयोग से बादल छा जाते थे।

योद्धाओं द्वारा चलाए गए घनबानों के प्रयोग से समर भूमि में बादल छा जाते थे।
घन-बाण, घन-बान, घनबाण, घनबान

A projectile with a straight thin shaft and an arrowhead on one end and stabilizing vanes on the other. Intended to be shot from a bow.

arrow