ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୂଳଧନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୂଳଧନ   ବିଶେଷ୍ୟ

ଅର୍ଥ : କାହାରି ପାଖରେ ଥିବା ଅସଲ ଧନ କିମ୍ବା ଲାଭ ଆଦିପାଇଁ ବେପାରରେ ଲଗାଯାଉଥିବା ଧନ

ଉଦାହରଣ : ହଜାରେ ଟଙ୍କା ମୂଳଧନରୁ ଆମେ ଲକ୍ଷେ କମେଇପାରିବା ଏହି ବେପାରରେ ଲଗାଯାଇଥିବା ତାର ସବୁ ଧନ ବୁଡ଼ିଗଲା

ସମକକ୍ଷ : ପୁଂଜି

वह असल धन जो किसी के पास हो या लाभ आदि के लिए व्यापार में लगाया जाए।

हजार रुपये मूलधन से हम लाखों कमा सकते हैं।
इस व्यापार में लगा उसका सारा धन डूब गया।
असल, जमा, धन, पूँजी, पूंजी, मूल, मूलधन

Assets available for use in the production of further assets.

capital, working capital