ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୂର୍ଖତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୂର୍ଖତା   ବିଶେଷ୍ୟ

ଅର୍ଥ : ମୂର୍ଖ ହେବାର ଅବସ୍ଥା ବା ଭାବ

ଉଦାହରଣ : କାହାରି ମୂର୍ଖତା ଉପରେ ହସ ନାହିଁତୁମର ମୂର୍ଖତା କାରଣରୁ ହେବାକୁ ଯାଉଥିବା କାମ ବିଗିଡ଼ି ଗଲା

ସମକକ୍ଷ : ଅଜ୍ଞତା, ଅଜ୍ଞାନତା, ମୂର୍ଖାମୀ, ମୂଢ଼ତା

The trait of acting stupidly or rashly.

folly, foolishness, unwiseness