ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୂତ୍ରନଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୂତ୍ରନଳୀ   ବିଶେଷ୍ୟ

ଅର୍ଥ : ଯେଉଁ ନଳୀଦ୍ୱାରା ମୂତ୍ର ନିର୍ଗତ ହୁଏ

ଉଦାହରଣ : ପରିସ୍ରା ସମୟରେ ରୋଗୀର ମୂତ୍ରନଳୀରେ ପୀଡ଼ା ହେଉଥିଲା

ସମକକ୍ଷ : ମୂତ୍ରବାହିନୀ

पेड़ू में की वह नाड़ी जिससे पेशाब उतरता है।

रोगी के मूत्रवाहिनी में पेशाब करते समय पीड़ा होती है।
नल, मूत्र वाहिनी, मूत्र-वाहिनी, मूत्रवाहिनी

Either of a pair of thick-walled tubes that carry urine from the kidney to the urinary bladder.

ureter

ଅର୍ଥ : ମୂତ୍ର ବାହାରିବା ରାସ୍ତା

ଉଦାହରଣ : ମୂତ୍ରମାର୍ଗରେ ପଥର ହେଲେ ପରିସ୍ରା କରିବାକୁ କଷ୍ଟ ହୁଏ

ସମକକ୍ଷ : ମୂତ୍ରପଥ, ମୂତ୍ରମାର୍ଗ

मूत्र निकलने का रास्ता।

मूत्रमार्ग में पथरी होने से पेशाब करने में तक़लीफ़ होती है।
मूत्रनली, मूत्रनाली, मूत्रपथ, मूत्रप्रेसक, मूत्रमार्ग

The organs and tubes involved in the production and excretion of urine.

urinary tract