ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନବବଧୂର ମୁହଁ ଦେଖିଲାପରେ ତାକୁ ଦିଆଯାଉଥିବା ଧନ
ଉଦାହରଣ : ସେ ନିଜ ବୋହୂକୁ ପାଞ୍ଚଶହ ଟଙ୍କା ମୁହଁଦେଖା ଦେଲେ
ସମକକ୍ଷ : ମୁହଁଚାହାଁ
नई वधू का मुँह देखने के बाद उसे दिया जाने वाला धन।
ଅର୍ଥ : ଦେଖିବାର ପ୍ରକ୍ରିୟା ବା ଭାବ
ଉଦାହରଣ : ଶାଶୁ ବୋହୂକୁ ମୁହଁଦେଖା ବାବଦ ସୁନାଚେନ ଦେଲେ
दिखलाने की क्रिया या भाव।
ଅର୍ଥ : ଶ୍ୱଶୁର ଘରକୁ ନବବଧୂ ପ୍ରଥମେ ଆସିବାବେଳେ ହେଉଥିବା ଏକ ରୀତି ଯେଉଁଥିରେ ବର ପକ୍ଷର ଲୋକେ ବୋହୂର ମୁହଁ ଦେଖନ୍ତି
ଉଦାହରଣ : ମୁହଁଦେଖା ସମୟରେ ବୋହୂ ଲାଜେଇ ବସିଥିଲା
ससुराल में पहले-पहल नई वधू के आने पर होने वाली एक रस्म जिसमें वर पक्ष के लोग दुल्हन का मुँह देखते हैं।
ସଂସ୍ଥାପନ କରନ୍ତୁ