ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁହଁଚାହାଁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁହଁଚାହାଁ   ବିଶେଷ୍ୟ

ଅର୍ଥ : ନବବଧୂର ମୁହଁ ଦେଖିଲାପରେ ତାକୁ ଦିଆଯାଉଥିବା ଧନ

ଉଦାହରଣ : ସେ ନିଜ ବୋହୂକୁ ପାଞ୍ଚଶହ ଟଙ୍କା ମୁହଁଦେଖା ଦେଲେ

ସମକକ୍ଷ : ମୁହଁଦେଖା

नई वधू का मुँह देखने के बाद उसे दिया जाने वाला धन।

उसने अपनी बहू को मुँह-दिखाई नहीं दी।
मुँह-दिखलाई, मुँह-दिखाई, मुँह-देखनी, मुँह-देखाई, मुँहदिखलाई, मुँहदिखाई, मुँहदेखनी, मुँहदेखाई

ଅର୍ଥ : ଦେଖିବାର ପ୍ରକ୍ରିୟା ବା ଭାବ

ଉଦାହରଣ : ଶାଶୁ ବୋହୂକୁ ମୁହଁଦେଖା ବାବଦ ସୁନାଚେନ ଦେଲେ

ସମକକ୍ଷ : ମୁହଁଦେଖା

दिखलाने की क्रिया या भाव।

लड़की की दिखलाई के लिए इंतजाम किया जा रहा है।
दिखलाई, दिखाई

ଅର୍ଥ : ଶ୍ୱଶୁର ଘରକୁ ନବବଧୂ ପ୍ରଥମେ ଆସିବାବେଳେ ହେଉଥିବା ଏକ ରୀତି ଯେଉଁଥିରେ ବର ପକ୍ଷର ଲୋକେ ବୋହୂର ମୁହଁ ଦେଖନ୍ତି

ଉଦାହରଣ : ମୁହଁଦେଖା ସମୟରେ ବୋହୂ ଲାଜେଇ ବସିଥିଲା

ସମକକ୍ଷ : ମୁହଁଦେଖା

ससुराल में पहले-पहल नई वधू के आने पर होने वाली एक रस्म जिसमें वर पक्ष के लोग दुल्हन का मुँह देखते हैं।

मुँह-दिखाई के समय दुल्हन शरमा रही थी।
मुँह-दिखलाई, मुँह-दिखाई, मुँह-देखनी, मुँह-देखाई, मुँहदिखलाई, मुँहदिखाई, मुँहदेखनी, मुँहदेखाई