ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁନ   ବିଶେଷ୍ୟ

ଅର୍ଥ : କୋରିଆରେ ଜନ୍ମିତ ଜଣେ ଆମେରିକୀୟ ଧାର୍ମିକ ନେତା

ଉଦାହରଣ : ଊଣେଇଶ କୋଡ଼ିଏ ମସିହାରେ ସନ ମ୍ୟୁଙ୍ଗ ମୁନଙ୍କ ଜନ୍ମ ହୋଇଥିଲା

ସମକକ୍ଷ : ସନ ମ୍ୟୁଙ୍ଗ ମୁନ

* कोरिया में जन्मे एक अमरीकी धार्मिक नेता।

मून का जन्म उन्नीस सौ बीस में हुआ था।
मून, सन म्युंग मून

United States religious leader (born in Korea) who founded the Unification Church in 1954. Was found guilty of conspiracy to evade taxes (born in 1920).

moon, sun myung moon

ଅର୍ଥ : କୌଣସି ବସ୍ତୁଆଦିର ଆଗରେ ବାହାରିଥିବା ପତଳା ଅଂଶ

ଉଦାହରଣ : ଦୁର୍ଯୋଧନ ଶ୍ରୀକୃଷ୍ଣଙ୍କୁ କହିଲେ ଯେ ବିନା ଯୁଦ୍ଧରେ ସେ ଛୁଞ୍ଚିର ଅଗ ପରିମାଣ ଜମି ମଧ୍ୟ ପାଣ୍ଡବମାନଙ୍କୁ ଦେବେନାହିଁ

ସମକକ୍ଷ : ଅଗ

किसी वस्तु आदि का आगे की ओर निकला हुआ पतला भाग।

दुर्योधन ने श्रीकृष्ण से कहा कि बिना युद्ध के सूई की नोक के बराबर ज़मीन भी पांडवों को नहीं दूँगा।
अणी, अनी, नोंक, नोक, पालि, शिखा, शोशा

A sharp point (as on the end of a spear).

pike

ଅର୍ଥ : ଅସ୍ତ୍ର-ଶସ୍ତ୍ରର ମୁନ

ଉଦାହରଣ : ମୁନ ଧାରୁଆ ହେବା ଆବଶ୍ୟକ

अस्त्र-शस्त्र की नोक।

अश्रि का धारदार होना आवश्यक है।
अश्रि