ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁନିଗା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁନିଗା   ବିଶେଷ୍ୟ

ଅର୍ଥ : ଖାଦ୍ୟ ଯୋଗ୍ୟ ଏକ ପ୍ରକାର ଲମ୍ବା ଫଳ ଯାହା ସେହି ନାମଧାରୀ ବୃକ୍ଷରୁ ମିଳିଥାଏ

ଉଦାହରଣ : ମାଆ ସଜନା ଛୁଇଁ ତରକାରି କରୁଛନ୍ତି

ସମକକ୍ଷ : ସଜନା ଛୁଇଁ

एक प्रकार की लम्बी खाद्य फली जो सहजन नाम के एक वृक्ष से प्राप्त होती है।

माँ सहजन की तरकारी बना रही है।
मुनगा, शोभनक, सहजन, सहिजन, सुहाँजना

ଅର୍ଥ : ଯେଉଁ ଗଛର ଲମ୍ବା ଫଳ ତରକାରି ହୁଏ

ଉଦାହରଣ : ଶ୍ୟାମ ସଜନା ଛୁଇଁ ତୋଳୁଛି

ସମକକ୍ଷ : ସଜନା

A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.

tree