ଅର୍ଥ : ବୋଝ ଉଠାଇବା ସମୟରେ ମୁଣ୍ଡ ଉପରେ ରଖାଯାଉଥିବା କନା ତିଆରି ଛୋଟ ଗୋଲ ଗଦି
ଉଦାହରଣ :
ଚାଷୀ ବୋଝ ଉଠାଇବାପାଇଁ ମୁଣ୍ଡ ଉପରେ ମୁଚୁଳା ରଖିଲା
ଅର୍ଥ : ଗାଡ଼ିରେ ଯୋଚା ଘୋଡ଼ାର ବେକ ଉପରେ ଲଦାଯାଇଥିବା ଅଣ୍ଡାକାର ବସ୍ତୁ
ଉଦାହରଣ :
ମୁଚୁଳା ରଖି ରଖି ଘୋଡ଼ାର ବେକ ଲୋମ ଝଡ଼ି ଗଲାଣି