ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମିଶନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମିଶନ   ବିଶେଷ୍ୟ

ଅର୍ଥ : ଖ୍ରୀଷ୍ଟଧର୍ମର ପ୍ରଚାର କରୁଥିବା ସଂସ୍ଥା

ଉଦାହରଣ : ମିଶନର ନୀତିଦ୍ୱାରା ପ୍ରଭାବିତ ହୋଇ ସେ ଖ୍ରୀଷ୍ଟଧର୍ମ ଗ୍ରହଣ କଲା

ईसाई धर्म का प्रचार करने वाली संस्था।

मिशन के विचारों से प्रभावित होकर उसने ईसाई धर्म अपना लिया।
मिशन

Someone who attempts to convert others to a particular doctrine or program.

missionary

ଅର୍ଥ : ଏକ ବିଶିଷ୍ଟ କାର୍ଯ୍ୟପାଇଁ କୌଣସି ସ୍ଥାନକୁ ପଠାଯାଉଥିବା ଲୋକମାନଙ୍କର ଗୋଷ୍ଠୀ

ଉଦାହରଣ : ମିଶନ ତାର ଉଦ୍ଦେଶ୍ୟରେ ସଫଳ ହୋଇଛି

किसी विशिष्ट कार्य के लिए कहीं भेजा जाने वाला लोगों का दल।

मिशन अपने उद्देश्य में सफल हो गया है।
मिशन

A group of representatives or delegates.

commission, delegacy, delegation, deputation, mission

ଅର୍ଥ : କୌଣସି ଧର୍ମ ବା ରୀତିର ପ୍ରଚାର କରୁଥିବା ସଂସ୍ଥା

ଉଦାହରଣ : ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ମିଶନ ସ୍ଥାପନ କରିଥିଲେ ଜଣେ ସୁଯୋଗ୍ୟ ଗୁରୁ ଏହି ମିଶନର ପରିଚାଳନା କରନ୍ତି

किसी धर्म या पंथ का प्रचार करने वाली संस्था।

रामकृष्ण मिशन की स्थापना स्वामी विवेकानन्द ने की थी।
इस मिशन का संचालन एक योग्य गुरु द्वारा किया जाता है।
मिशन

An organization of missionaries in a foreign land sent to carry on religious work.

foreign mission, mission, missionary post, missionary station