ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମିଶନାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମିଶନାରୀ   ବିଶେଷ୍ୟ

ଅର୍ଥ : ମିଶନର ଯେଉଁ ସଦସ୍ୟ ଖ୍ରୀଷ୍ଟଧର୍ମ ପ୍ରଚାରପାଇଁ ବିଭିନ୍ନ ସ୍ଥାନକୁ ଯାଆନ୍ତି

ଉଦାହରଣ : କେତେଜଣ ମିଶନାରୀଙ୍କ ଉପରେ ବଳପୂର୍ବକ ଧର୍ମ ପରିବର୍ତ୍ତନ କରୁଥିବାର ଦୋଷାରୋପ ହୋଇଛି

मिशन का वह सदस्य जो ईसाई धर्म के प्रचार के लिए अनेक जगहों पर जाता है।

कई मिशनरियों पर जबरदस्ती धर्म परिवर्तन का आरोप लगा है।
मिशनरी

Someone sent on a mission--especially a religious or charitable mission to a foreign country.

missionary, missioner

ମିଶନାରୀ   ବିଶେଷଣ

ଅର୍ଥ : ମିଶନ ସମ୍ବନ୍ଧୀୟ

ଉଦାହରଣ : ସେ ମିଶନାରୀ ଉଦ୍ଦେଶ୍ୟ ପୂରଣ କରିବାପାଇଁ ବହୁତ ପରିଶ୍ରମ କରୁଛି

मिशन संबंधी।

वह मिशनरी उद्देश्यों को पूरा करने के लिए बहुत मेहनत कर रहा है।
मिशनरी

Relating to or connected to a religious mission.

missional, missionary