ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମିଥ୍ୟାବାଦିତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମିଥ୍ୟାବାଦିତା   ବିଶେଷ୍ୟ

ଅର୍ଥ : ଅସତ୍ୟ ବା ମିଛ କହିବା କ୍ରିୟା

ଉଦାହରଣ : କିଛି ଲୋକ ମିଥ୍ୟା ବାଦିତାରେ ଏତେ ଅଭ୍ୟସ୍ତ ହୋଇଯାଆନ୍ତି ଯେ ସେମାନଙ୍କ ମୁହଁରୁ କେବେବି ସତ୍ୟ ବାହାରେ ନାହିଁ

ସମକକ୍ଷ : ଅସତ୍ୟବାଦିତା

असत्य या झूठ बोलने की क्रिया।

कुछ लोग असत्यवाद के इतने अभ्यस्त हो जाते हैं कि उनके मुख से सत्य कभी निकलता ही नहीं है।
असत्यवाद, झूठ बोलना, मिथ्यावाद

The deliberate act of deviating from the truth.

fabrication, lying, prevarication