ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମିଟର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମିଟର   ବିଶେଷ୍ୟ

ଅର୍ଥ : ଯେଉଁ ଯନ୍ତ୍ର ସାହାଯ୍ୟରେ ଘରକୁ ଆସୁଥିବା ପାଣି ମପା ଯାଇଥାଏ

ଉଦାହରଣ : ଟାଙ୍କିର ମିଟର ଖରାପ ହୋଇଯାଇଛି

वह यंत्र जिससे घरों में आनेवाला पानी नापा जाता है।

टंकी का मीटर खराब हो गया है।
पानी मीटर, मीटर

Meter for measuring the quantity of water passing through a particular outlet.

water meter

ଅର୍ଥ : ଘର ବା କାରଖାନା ଆଦିରେ ଖର୍ଚ୍ଚ ହେଉଥିବା ବିଜୁଳି ମାପିବାର ଯନ୍ତ୍ର

ଉଦାହରଣ : ଆମ ଘରେ ଦୁଇଟି ମିଟର ଲାଗିଛି

घरों या कारख़ानों आदि में खर्च होनेवाली बिजली नापने का यंत्र।

मेरे घर में दो मीटर लगे हैं।
बिजली मीटर, मीटर

A meter for measuring the amount of electric power used.

electric meter, power meter

ଅର୍ଥ : ଲମ୍ବ ମାପିବାର ଏକ ମାପ

ଉଦାହରଣ : ସାର୍ଟ ତିଆରି କରିବାପାଇଁ ଅଢେଇ ମିଟର କନା ଦରକାର

लंबाई नापने की एक माप।

कुरता बनाने के लिए ढाई मीटर कपड़ा लगेगा।
मीटर

The basic unit of length adopted under the Systeme International d'Unites (approximately 1.094 yards).

m, meter, metre

ଅର୍ଥ : ଯେଉଁ ଯନ୍ତ୍ରଦ୍ୱାରା କୌଣସି ଚାଲୁଥିବା ବସ୍ତୁଆଦିର ଗତି ମପାଯାଇଥାଏ

ଉଦାହରଣ : ଏହି ଯାନର ଗତିମାପକ କାମ କରୁନାହିଁ

ସମକକ୍ଷ : ଗତିମାପକ, ସ୍ପିଡୋମିଟର

वह यंत्र जिससे किसी चलने वाली वस्तु आदि की गति नापी जाती है।

इस वाहन का गति मापक काम नहीं कर रहा है।
गति मापक, गति मापी, मीटर, स्पीडोमीटर

A meter fixed to a vehicle that measures and displays its speed.

speed indicator, speedometer