ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାର୍ଫତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାର୍ଫତ   ବିଶେଷ୍ୟ

ଅର୍ଥ : ଇସଲାମ ଧର୍ମ ବିଶେଷତଃ ସୁଫୀ ସମ୍ପ୍ରଦାୟରେ ସାଧନାର ଚାରି ସ୍ଥିତି ଗୁଡିକ ମଧ୍ୟରୁ ତୃତୀୟ ସ୍ଥିତି ଯେଉଁଥିରେ ସାଧକ ନିଜ ଗୁରୁ ବା ପୀରଙ୍କ ଉପଦେଶ ଏବଂ ଶିକ୍ଷାରେ ଜ୍ଞାନୀ ହୋଇଯାଏ

ଉଦାହରଣ : ଇସଲାମରେ ଶରୀଅତ,ତରିକତ,ମାର୍ଫତ ଏବଂ ହକିକତ-ଏହି ଚାରି ସ୍ଥିତି ରହିଛି

ସମକକ୍ଷ : ମାରଫତ

इस्लाम में, विशेषतः सूफी संप्रदाय में, साधना के चार सोपानों में से तीसरा सोपान जिसमें साधक अपने गुरु या पीर के उपदेश और शिक्षा से ज्ञानी हो जाता है।

इस्लाम में शरीअत, तरीकत, मारिफ़त और हक़ीकत - ये आध्यात्मिक उन्नति के चार सोपान हैं।
मारफत, मारफ़त, मारिफत, मारिफ़त, मार्फत, मार्फ़त

The way something is with respect to its main attributes.

The current state of knowledge.
His state of health.
In a weak financial state.
state

ଅର୍ଥ : ଗୋଟିଏ ପ୍ରକାର ଉର୍ଦ୍ଦୁ କବିତା ଯେଉଁଥିରେ ସାଧାରଣ ରୂପରେ ତ ଲୌକିକ ପ୍ରେମର ଉଲ୍ଲେଖ ହୋଇଥାଏ କିନ୍ତୁ ଧ୍ବନି ବା ଶ୍ଳେଷରେ ପ୍ରକୃତରେ ଈଶ୍ବରଙ୍କ ପ୍ରତି ପ୍ରେମ ପ୍ରକାଶିତ ହୋଇଥାଏ

ଉଦାହରଣ : ଅନ୍ୟୋକ୍ତିର ଗୋଟିଏ ପ୍ରକାର ହେଉଛି ମାର୍ଫତଯଦି ଆପଣଙ୍କର କୌଣସି ମାର୍ଫତଗଜଲ ମନେ ଅଛି,ତେବେ ଶୁଣାନ୍ତୁ

ସମକକ୍ଷ : ମାରଫତ

उर्दू कविता का वह प्रकार जिसमें साधारण रूप में तो लौकिक प्रेम का उल्लेख होता है परन्तु ध्वनि या श्लेष में वस्तुतः ईश्वर के प्रति प्रेम प्रकट होता है।

मार्फ़त अन्योक्ति का एक प्रकार है।
अगर आपको कोई मार्फ़त याद हो तो सुनाइए।
मारफत, मारफ़त, मार्फत, मार्फ़त

A composition written in metrical feet forming rhythmical lines.

poem, verse form