ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାର୍ଗଦର୍ଶକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାର୍ଗଦର୍ଶକ   ବିଶେଷ୍ୟ

ଅର୍ଥ : ଯିଏ ବାଟ ଦେଖାଏ

ଉଦାହରଣ : ଜଣେ କୁଶଳୀ ମାର୍ଗଦର୍ଶକଙ୍କ ନେତୃତରେ ଆମେମାନେ ଆଗକୁ ବଢ଼ିଲୁ

ସମକକ୍ଷ : ଦିଗଦର୍ଶକ, ପଥପ୍ରଦର୍ଶକ

वह जो पर्यटकों को रास्ता दिखाता हो।

हमें गंतव्य तक पहुँचाने के लिए जगह-जगह मार्गदर्शक खड़े हुए थे।
दिग्दर्शक, दिशा निर्देशक, दिशा-निर्देशक, दिशानिर्देशक, पथ प्रदर्शक, पथ-प्रदर्शक, पथप्रदर्शक, मार्ग-दर्शक, मार्गदर्शक

Someone who shows the way by leading or advising.

guide

ଅର୍ଥ : ଉଚ୍ଚଶିକ୍ଷା(ଗବେଷଣା କାର୍ଯ୍ୟ) ପାଇଁ ମାର୍ଗ ଦର୍ଶନ କରୁଥିବା ଅଧିକୃତ ରୂପରେ ନିଯୁକ୍ତ ବ୍ୟକ୍ତି

ଉଦାହରଣ : ପ୍ରଫେସର୍ ମହାନ୍ତି କେତେଜଣ ଗବେଷଣାକାରୀ ଛାତ୍ରଙ୍କର ଗାଇଡ୍ ଅଛନ୍ତି

ସମକକ୍ଷ : ଗାଇଡ୍

उच्च शिक्षण (शोध कार्य) के लिए मार्गदर्शन करने वाला अधिकृत रूप से नियुक्त व्यक्ति।

प्राध्यापक पुष्पकजी कई शोध छात्रों के गाइड हैं।
गाइड, मार्गदर्शक

Someone who shows the way by leading or advising.

guide