ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗାଇଡ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗାଇଡ୍   ବିଶେଷ୍ୟ

ଅର୍ଥ : ଉଚ୍ଚଶିକ୍ଷା(ଗବେଷଣା କାର୍ଯ୍ୟ) ପାଇଁ ମାର୍ଗ ଦର୍ଶନ କରୁଥିବା ଅଧିକୃତ ରୂପରେ ନିଯୁକ୍ତ ବ୍ୟକ୍ତି

ଉଦାହରଣ : ପ୍ରଫେସର୍ ମହାନ୍ତି କେତେଜଣ ଗବେଷଣାକାରୀ ଛାତ୍ରଙ୍କର ଗାଇଡ୍ ଅଛନ୍ତି

ସମକକ୍ଷ : ମାର୍ଗଦର୍ଶକ

उच्च शिक्षण (शोध कार्य) के लिए मार्गदर्शन करने वाला अधिकृत रूप से नियुक्त व्यक्ति।

प्राध्यापक पुष्पकजी कई शोध छात्रों के गाइड हैं।
गाइड, मार्गदर्शक

Someone who shows the way by leading or advising.

guide

ଅର୍ଥ : କୌଣସି ପର୍ଯ୍ୟଟନ ସ୍ଥଳରେ ସେହି ସ୍ଥାନ ବିଷୟରେ ବିବରଣୀ ଦେବା ବ୍ୟକ୍ତି

ଉଦାହରଣ : ଗାଇଡ୍ ପର୍ଯ୍ୟଟନ ସ୍ଥଳୀ ବିଷୟରେ ଅନେକ ବିବରଣୀ ଦେଉଥିଲା

ସମକକ୍ଷ : ଯାତ୍ରା ମାର୍ଗଦର୍ଶକ

किसी पर्यटन स्थल पर उस स्थल से संबंधित जानकारी देनेवाला व्यक्ति।

गाइड पर्यटन स्थल के बारे में ढेर सारी जानकारियाँ दे रहा था।
गाइड, यात्रा मार्गदर्शक

A guide who leads others on a tour.

tour guide