ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାନହାନି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାନହାନି   ବିଶେଷ୍ୟ

ଅର୍ଥ : କୌଣସି ଏପରି କାମ କରିବା ବା କଥା କହିବାର ପ୍ରକ୍ରିୟା ଯାହାଦ୍ୱାରା କାହାରି ସମ୍ମାନ ବା ପ୍ରତିଷ୍ଠା କମିଥାଏ

ଉଦାହରଣ : ରାମ ଶ୍ୟାମ ବିରୁଦ୍ଧରେ ମାନହାନି ମକଦ୍ଦମା କଲା

ସମକକ୍ଷ : ଅବମାନନା

कोई ऐसा काम या बात करने की क्रिया जिससे किसी का मान या प्रतिष्ठा घटे।

राम ने श्याम के विरुद्ध मानहानि का मुकदमा चलाया।
अवमानन, अवमानना, आबरूरेज़ी, आबरूरेजी, मानहानि

An abusive attack on a person's character or good name.

aspersion, calumny, defamation, denigration, slander

ମାନହାନି   ବିଶେଷଣ

ଅର୍ଥ : ଯାହାର ଅପମାନ ହୋଇଛି

ଉଦାହରଣ : ଅଶୋକ ମଦ ନିଶାରେ ନିଜ ବାପାଙ୍କୁ ଅପମାନିତ କରିଦେଲା

ସମକକ୍ଷ : ଅପମାନିତ, ଅମର୍ଯ୍ୟାଦା

Made to feel uncomfortable because of shame or wounded pride.

Too embarrassed to say hello to his drunken father on the street.
Humiliated that his wife had to go out to work.
Felt mortified by the comparison with her sister.
embarrassed, humiliated, mortified