ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାନବସେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାନବସେବା   ବିଶେଷ୍ୟ

ଅର୍ଥ : ଜଣ ସାଧାରଣଙ୍କ ହିତ ଅଥବା ଉପକାରପାଇଁ ସେବାମୂଳକଭାବେ କରାଯାଉଥିବା କାମ

ଉଦାହରଣ : ମଦର ଟେରେସା ତାଙ୍କ ସାରା ଜୀବନ ମାନବସେବାରେ ବିତେଇଲେ

ସମକକ୍ଷ : ଜନସେବା, ଲୋକସେବା, ସମାଜସେବା

जन-साधारण के हित अथवा उपकार के लिए सेवाभाव से किए जाने वाले काम।

मदर टेरेसा ने अपना सारा जीवन लोकसेवा में बीताया।
जनसेवा, लोकसेवा

An organized activity to improve the condition of disadvantaged people in society.

social service, welfare work

ଅର୍ଥ : ରାଜ୍ୟର ସେବା ବା ଚାକିରୀ ଯାହା ବସ୍ତୁତଃ ଜନସାଧାରଣଙ୍କ ହିତପାଇଁ ହୋଇଥାଏ

ଉଦାହରଣ : ପୋଲିସ, ନ୍ୟାୟାଧୀଶ ଆଦିଙ୍କୁ ଲୋକସେବାପାଇଁ ନିଯୁକ୍ତ କରାଯାଏ

ସମକକ୍ଷ : ଜନସେବା, ଲୋକସେବା, ସମାଜସେବା

राज्य की सेवा या नौकरी,जो वस्तुतः जनसाधारण के हित के लिए होती है।

पुलिस,न्यायाधीश आदि लोकसेवा के लिए नियुक्त किए जाते हैं।
जनसेवा, लोकसेवा

Employment within a government system (especially in the civil service).

public service