ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଧବିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଧବିକା   ବିଶେଷ୍ୟ

ଅର୍ଥ : ସୁଗନ୍ଧିତ ଫୁଲର ଏକ ଲତା

ଉଦାହରଣ : ସେ ନିଜ ଫୁଲବଗିଚାରେ ମାଧବୀ ଗଛ ଲଗାଇଛି

ସମକକ୍ଷ : ମାଧବୀ, ମାଧବୀ-ଲତା

सुगन्धित फूलोंवाली एक लता।

उसने अपनी पुष्पवाटिका में माधविका लगा रखी है।
चंद्रवल्ली, चन्द्रवल्ली, पुष्पांक, भृंगप्रिया, माधविका, माधवी, माधवी-लता, माधवीलता, वसंतजा, वसन्तजा, वासंती लता, हेमा

A plant with a weak stem that derives support from climbing, twining, or creeping along a surface.

vine

ଅର୍ଥ : ଏକ ଲତାରୁ ପ୍ରାପ୍ତ ସୁଗନ୍ଧିତ ପୁଷ୍ପ

ଉଦାହରଣ : ମାଳୁଣୀ ମାଧବିକା ଫୁଲ ମାଳ ତିଆରି କରୁଛି

ସମକକ୍ଷ : ମାଧବିକା ଫୁଲ

एक लता से प्राप्त सुगंधित पुष्प।

मालिन माधविका की माला बना रही है।
पुष्पांक, माधविका, माधवी

Reproductive organ of angiosperm plants especially one having showy or colorful parts.

bloom, blossom, flower