ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଞ୍ଜା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଞ୍ଜା   ବିଶେଷ୍ୟ

ଅର୍ଥ : ଗୁଡ଼ିର ସୂତାକୁ ଟାଣ ଓ ମଜବୁତ କରିବାପାଇଁ ସେଥିରେ ଲଗାଯାଉଥିବା ଶିରିଷ ଅଠା ଏବଂ କାଚଗୁଣ୍ଡର ମିଶ୍ରଣ

ଉଦାହରଣ : ପିଲାଟି ଗୁଡ଼ି ସୂତାରେ ମାଞ୍ଜା ଲଗାଉଛି

सरेस और शीशे की बुकनी का वह मसाला जो पतंग की डोर पर, उसे कड़ा और मजबूत करने के लिए लगाया जाता है।

लड़का पतंग की डोर पर माँझा लगा रहा है।
मँजा, मँझा, मंजा, मंझा, माँझा, मांझा