ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଜୂଫଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଜୂଫଳ   ବିଶେଷ୍ୟ

ଅର୍ଥ : ଏକ ବିଶିଷ୍ଟ ଗଛ ବା ବୁଦାଳିଆ ଗଛର ଡାଳରୁ ମିଳୁଥିବା କଷାଳିଆ ସ୍ୱାଦଯୁକ୍ତ ଏକ ବିଶେଷ ପ୍ରକାର ଗଣ୍ଠି

ଉଦାହରଣ : ଔଷଧ,ରଙ୍ଗ,କାଳି ଆଦି ପ୍ରସ୍ତୁତିରେ ମାଜୂଫଳର ବ୍ୟବହାର କରାଯାଏ

ସମକକ୍ଷ : ମାଜୂ

किसी विशिष्ट वृक्ष या झाड़ी की डालियों पर मिलनेवाली एक विशेष प्रकार की गाँठें जिनका स्वाद कसैला होता है।

माजूफल का उपयोग औषध, रंग, स्याही आदि बनाने में किया जाता है।
माजू, माजूफर, माजूफल

ଅର୍ଥ : ଏକ ପ୍ରକାର ବୁଦାଳିଆ ଗଛ

ଉଦାହରଣ : ମାଜୂଫଳର ଡାଳରୁ ବାହାରୁଥିବା ଅଠା ଔଷଧ ତିଆରିରେ ବ୍ୟବହାର କରାଯାଏ

एक प्रकार की झाड़ी।

माजूफल की डालियों में से निकलने वाले गोंद का उपयोग औषध के रूप में होता है।
माजू, माजूफर, माजूफल