ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଛି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଛି   ବିଶେଷ୍ୟ

ଅର୍ଥ : ଏକ ଉଡ଼ନ୍ତା ଛୋଟ ପୋକ ଯିଏ ପ୍ରାୟତଃ ପ୍ରତ୍ୟେକ ଜାଗାରେ ଦେଖିବାକୁ ମିଳେ

ଉଦାହରଣ : ସଫାସୁତରା ନଥିବାରୁ ଘର ସାରା ମାଛି ଭଣ ଭଣ ହେଉଛନ୍ତି

ସମକକ୍ଷ : ମକ୍ଷି, ମକ୍ଷିକା

एक उड़ने वाला छोटा कीड़ा जो प्रायः सब जगह पाया जाता है तथा खाने-पीने की चीजों पर बैठकर उनमें संक्रामक रोगों के कीटाणु फैलाता है।

साफ-सफाई न होने के कारण पूरे घर में मक्खियाँ भिनभिना रही हैं।
मक्खी, मक्षिका, माखी, माछी

Common fly that frequents human habitations and spreads many diseases.

house fly, housefly, musca domestica

ଅର୍ଥ : ଉଡ଼ୁଥିବା ଛୋଟ କୀଟ ଯାହା ପ୍ରାୟ ଖାଦ୍ୟପେୟ ଉପରେ ବସି ସେଥିରେ ସଂକ୍ରାମକ ରୋଗ ଜୀବାଣୁ ମତାନ୍ତି

ଉଦାହରଣ : ଗୋବର ଉପରେ ମାଛିମାନେ ଭଣଭଣ ହେଉଛନ୍ତି

ସମକକ୍ଷ : ମକ୍ଷିକା

दो पंखों वाला उड़ने वाला छोटा कीट।

गोबर पर मक्खियाँ भिनभिना रही हैं।
मक्खी, मक्षिका

Two-winged insects characterized by active flight.

fly