ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ଉଡ଼ନ୍ତା ଛୋଟ ପୋକ ଯିଏ ପ୍ରାୟତଃ ପ୍ରତ୍ୟେକ ଜାଗାରେ ଦେଖିବାକୁ ମିଳେ
ଉଦାହରଣ : ସଫାସୁତରା ନଥିବାରୁ ଘର ସାରା ମାଛି ଭଣ ଭଣ ହେଉଛନ୍ତି
ସମକକ୍ଷ : ମକ୍ଷି, ମାଛି
एक उड़ने वाला छोटा कीड़ा जो प्रायः सब जगह पाया जाता है तथा खाने-पीने की चीजों पर बैठकर उनमें संक्रामक रोगों के कीटाणु फैलाता है।
Common fly that frequents human habitations and spreads many diseases.
ଅର୍ଥ : ଉଡ଼ୁଥିବା ଛୋଟ କୀଟ ଯାହା ପ୍ରାୟ ଖାଦ୍ୟପେୟ ଉପରେ ବସି ସେଥିରେ ସଂକ୍ରାମକ ରୋଗ ଜୀବାଣୁ ମତାନ୍ତି
ଉଦାହରଣ : ଗୋବର ଉପରେ ମାଛିମାନେ ଭଣଭଣ ହେଉଛନ୍ତି
ସମକକ୍ଷ : ମାଛି
दो पंखों वाला उड़ने वाला छोटा कीट।
Two-winged insects characterized by active flight.
ସଂସ୍ଥାପନ କରନ୍ତୁ