ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଗୁର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଗୁର   ବିଶେଷ୍ୟ

ଅର୍ଥ : ଯେଉଁ ମାଛର ଗାଲିସି ପାଖରେ ଦୁଇପଟେ ଗୋଟିଏ ଗୋଟିଏ କଣ୍ଟା ଥାଏ

ଉଦାହରଣ : ଏହି ଗାଡ଼ିଆରେ ରୋହି,ମାଗୁରଆଦି କେତେ ପ୍ରକାରର ମାଛ ଅଛନ୍ତି

एक मछली जिसके गलफड़ के दोनों तरफ एक-एक काँटा होता है।

इस तालाब में रोहू,मगुरी आदि कई प्रकार की मछलियाँ हैं।
मँगुरी, मंगुरी, मगुरी, मद्गुर

ଅର୍ଥ : ପୁରୁଷ ମାଗୁର ମାଛ

ଉଦାହରଣ : କେଉଟମାନେ ଗାଡ଼ିଆରୁ ପ୍ରାୟ ଏକକିଲୋ ଅଣ୍ଡିରା ମାଗୁର ଧରିଲେ

ସମକକ୍ଷ : ଅଣ୍ଡିରା ମାଗୁର

मगुरी मछली का नर।

मछुआरे ने तालाब से लगभग एक किलो मगुरे पकड़े।
मँगुरा, मंगुरा, मगुरा