ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଗଣାଖିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଗଣାଖିଆ   ବିଶେଷ୍ୟ

ଅର୍ଥ : ମାଗଣା ଜିନିଷ ଖାଇବାବ୍ୟକ୍ତି

ଉଦାହରଣ : ମାହାଳିଆଖିଆଙ୍କୁ ସବୁ କିଛି ମାଗଣାରେ ହିଁ ଦରକାର

ସମକକ୍ଷ : ମାହାଳିଆଖିଆ

मुफ्त का माल खानेवाला व्यक्ति।

मुफ्तखोरों को सब कुछ मुफ्त में ही चाहिए।
मुफ़्तखोर, मुफ्तखोर

Someone who takes advantage of the generosity of others.

freeloader

ଅର୍ଥ : ମାଗଣାରେ ଜିନିଷ ଖାଇବାର କାର୍ଯ୍ୟ

ଉଦାହରଣ : ସୋହନ ମାହାଳିଆଖିଆ କରେ

ସମକକ୍ଷ : ମାହାଳିଆଖିଆ

मुफ्त का माल खाने का काम।

सोहन मुफ्तखोरी करता है।
मुफ़्तखोरी, मुफ्तखोरी

ମାଗଣାଖିଆ   ବିଶେଷଣ

ଅର୍ଥ : ମାଗଣା ଜିନିଷ ଖାଇବାବ୍ୟକ୍ତି

ଉଦାହରଣ : ମାହାଳିଆଖିଆ ଲୋକମାନେ ଶେଠଙ୍କୁ ନିର୍ଦ୍ଧନ କରିଦେଲେ

ସମକକ୍ଷ : ମାହାଳିଆଖିଆ

मुफ्त का माल खानेवाला।

मुफ्तखोर व्यक्तियों ने सेठ को निर्धन बना दिया।
मुफ़्तखोर, मुफ्तखोर