ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହୁଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହୁଲ   ବିଶେଷ୍ୟ

ଅର୍ଥ : ଯେଉଁ ବୃକ୍ଷର ମିଠା ଫୁଲରୁ ମଦ ଏବଂ ଅନ୍ୟ ଖାଦ୍ୟ ବସ୍ତୁ ତିଆରି ହୁଏ

ଉଦାହରଣ : ମହୁଲ କାଠ ମଣିଷପାଇଁ ବହୁତ ଉପଯୋଗୀ ହୋଇଥାଏ

ସମକକ୍ଷ : ମହୁଆ

एक वृक्ष जिसके मीठे फूलों से शराब और अन्य खाद्य वस्तुएँ बनती हैं।

महुए की लकड़ियाँ मानव के लिए बहुत उपयोगी होती हैं।
मधु, मधुक, मधुवृक्ष, मधुशाक, मधुष्ठील, मधूक, महाद्रुम, महुआ, महूक, महूख

A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.

tree

ଅର୍ଥ : ମହୁଲର ପାଚିଲା ଫଳ

ଉଦାହରଣ : ମହୁଲ ବହୁତ ମିଠା

ସମକକ୍ଷ : ମହୁଲ ଫଳ

महुए का पका फल।

कोआ बहुत मीठा होता है।
कोआ, कोया, गोलैंदा

ଅର୍ଥ : ଗୋଟିଏ ଗଛରୁ ମିଳୁଥିବା ମିଠା ଫୁଲ ଯେଉଁଥିରୁ ମଦ୍ୟ ଓ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ତିଆରି କରାଯାଏ

ଉଦାହରଣ : ମହୁଲକୁ ଶୁଖାଇ ବ୍ୟବହାରଯୋଗ୍ୟ କରାଯାଏ

ସମକକ୍ଷ : ମହୁଆ

एक वृक्ष से प्राप्त मीठा फूल जिससे शराब और अन्य खाद्य वस्तुएँ बनाई जाती हैं।

महुए को सुखाकर उपयोग में लाया जाता है।
अभिन्नपुट, मधु, मधुक, मधूक, महुआ, महूक, महूख

Reproductive organ of angiosperm plants especially one having showy or colorful parts.

bloom, blossom, flower