ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହୁଫେଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହୁଫେଣା   ବିଶେଷ୍ୟ

ଅର୍ଥ : ମହୁମାଛିର ବସା

ଉଦାହରଣ : ମହୁଫେଣାରୁ ମହୁଟୋପା ଝରୁଛି

मधुमक्खी का छत्ता।

मध्वाधार में से मधु टपक रहा है।
करंद, मध्वाधार, वृक्षादन

A structure that provides a natural habitation for bees. As in a hollow tree.

beehive, hive

ଅର୍ଥ : ଯେଉଁ ଚିକ୍କଣ କୋମଳ ପଦାର୍ଥରେ ମହୁମାଛି ଫେଣା ତିଆରି ହୁଏ

ଉଦାହରଣ : ଶୀଲା ଫେଣାରେ ସୁନ୍ଦର ସୁନ୍ଦର କଣ୍ଢେଇ ତିଆରି କରେ

ସମକକ୍ଷ : ଫେଣା, ମହମ, ମହୁସିଠା

वह चिकना और कोमल पदार्थ जिससे शहद की मक्खियों का छत्ता बना होता है।

शीला मोम से सुंदर-सुंदर गुड़िया बनाती है।
मदनक, मधुशेष, मधुसंभव, मधुसम्भव, मधूच्छिष्ट, मधूत्थ, मधूत्थित, मधूवक, मोम, शिक्थ

A yellow to brown wax secreted by honeybees to build honeycombs.

beeswax