ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହାବିଦ୍ୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହାବିଦ୍ୟା   ବିଶେଷ୍ୟ

ଅର୍ଥ : ତନ୍ତ୍ରୋକ୍ତ ଦଶ ଦେବୀଗଣ

ଉଦାହରଣ : କାଳୀ,ତାରା,ଷୋଡ଼ଶୀ,ଭୁବନେଶ୍ୱରୀ,ଭୈରବୀ,ଛିନ୍ନମସ୍ତା,ଧୂମାବତୀ,ବଗଳାମୁଖୀ,ମାତଙ୍ଗୀ ଏବଂ କମଳାତ୍ମିକା-ଏମାନେ ହେଉଛନ୍ତି ଦଶ ମହାବିଦ୍ୟା

तंत्रोक्त दस देवियाँ।

काली, तारा, षोडषी, भुवनेश्वरी, भैरवी, छिन्नमस्ता, धूमावती, बगलामुखी, मातंगी और कमलात्मिका ये दस महाविद्याएँ हैं।
महाविद्या

A female deity.

goddess