ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହକିଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହକିଲ   ବିଶେଷ୍ୟ

ଅର୍ଥ : ନିଜର ମୋକଦମା ଲଢିବା ନିମନ୍ତେ ଓକିଲ ନିଯୁକ୍ତି କରିବା

ଉଦାହରଣ : କଚେରୀରେ ଓକିଲ ବାବୁ ନିଜର ମହକିଲକୁ ଅପେକ୍ଷା କରିଛନ୍ତି

वह जो अपना मुकदमा आदि लड़ने के लिए किसी को अपना वकील नियुक्त करता है।

वकील साहब कचहरी में अपने मुवक्किल का इंतजार कर रहे हैं।
मवक्किल, मुवक्किल

A person who seeks the advice of a lawyer.

client

ଅର୍ଥ : ଯିଏ ନ୍ୟାୟାଳୟରେ କୌଣସି ତର୍କ ବା ପକ୍ଷ ଉପସ୍ଥିତ କରେ

ଉଦାହରଣ : ବାଦୀ ନିଜ ପକ୍ଷ ମଜଭୁତ କରିବାପାଇଁ ଅନେକ ପ୍ରମାଣ ଏକାଠି କଲେ

ସମକକ୍ଷ : ଅଭିଯୋଗକାରୀ, ବାଦୀ, ମକ୍କେଲ

वह जो न्यायालय में कोई तर्क या पक्ष उपस्थित करता है।

वादी ने अपना पक्ष मज़बूत करने के लिए कई सबूत इकट्ठे किए।
अभियोक्ता, अभियोगकर्ता, अभियोगकर्त्ता, अभियोगी, अर्थी, फरियादी, मुद्दई, वादी

A person who brings an action in a court of law.

complainant, plaintiff