ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭିଯୋଗକାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭିଯୋଗକାରୀ   ବିଶେଷ୍ୟ

ଅର୍ଥ : ଯିଏ ନ୍ୟାୟାଳୟରେ କୌଣସି ତର୍କ ବା ପକ୍ଷ ଉପସ୍ଥିତ କରେ

ଉଦାହରଣ : ବାଦୀ ନିଜ ପକ୍ଷ ମଜଭୁତ କରିବାପାଇଁ ଅନେକ ପ୍ରମାଣ ଏକାଠି କଲେ

ସମକକ୍ଷ : ବାଦୀ, ମକ୍କେଲ, ମହକିଲ

वह जो न्यायालय में कोई तर्क या पक्ष उपस्थित करता है।

वादी ने अपना पक्ष मज़बूत करने के लिए कई सबूत इकट्ठे किए।
अभियोक्ता, अभियोगकर्ता, अभियोगकर्त्ता, अभियोगी, अर्थी, फरियादी, मुद्दई, वादी

A person who brings an action in a court of law.

complainant, plaintiff

ଅର୍ଥ : ବିଚାରପାଇଁ କୌଣସି ତର୍କ ଉପସ୍ଥାପିତ କରୁଥିବା ଲୋକ

ଉଦାହରଣ : ସବୁଲୋକ ବାଦୀର କଥା ଧ୍ୟାନରେ ଶୁଣୁଥିଲେ

ସମକକ୍ଷ : ପ୍ରତିଯୋଗୀ, ବାଦୀ

विचार के लिए कोई तर्क उपस्थित करने वाला।

सभी लोग वादी की बातें ध्यान से सुन रहे थे।
वादी

ଅର୍ଥ : ଅଭିଯୋଗ କରୁଥିବା ବ୍ୟକ୍ତି

ଉଦାହରଣ : ଜଜ୍‌ ଅଭିଯୋଗକାରୀଙ୍କୁ ପ୍ରମାଣ ମାଗିଲେ

शिकायत करने वाला व्यक्ति।

झूठी शिकायत करने पर शिकायतकर्ता को दंड मिलनी चाहिए।
शिकायतकर्ता, शिकायतकर्त्ता

अभियोग लगाने वाला व्यक्ति।

जज ने अभियोजक से प्रमाण की माँग की।
अभियोजक

Someone who imputes guilt or blame.

accuser

A person given to excessive complaints and crying and whining.

bellyacher, complainer, crybaby, grumbler, moaner, sniveller, squawker, whiner

ଅର୍ଥ : ଅଭିଯୋଗ କରିବା ବ୍ୟକ୍ତି

ଉଦାହରଣ : ମିଛ ଅଭିଯୋଗ କଲାପରେ ଅଭିଯୋଗକାରୀକୁ ଦଣ୍ଡମିଳିବା ଆବଶ୍ୟକ

ଅଭିଯୋଗକାରୀ   ବିଶେଷଣ

ଅର୍ଥ : ଅଭିଯୋଗ ଲଗାଉଥିବା ଲୋକ

ଉଦାହରଣ : ଅଭିଯୋଗକାରୀ ପୁଞ୍ଜିବାଦୀ ପ୍ରମାଣ ଅଭାବରୁ ମିଥ୍ୟାବାଦୀ ପ୍ରମାଣିତ ହେଲେ

अभियोग लगानेवाला।

अभियोजक सेठ प्रमाण के अभाव में झूठा साबित हुआ।
अभियोजक

ଅର୍ଥ : ଯେ ଅଭିଯୋଗ କରେ

ଉଦାହରଣ : ଦ୍ୱାରପାଳ ଅଭିଯୋଗକାରୀକୁ ରାଜାଙ୍କୁ ଭେଟିବାକୁ ଦେଲାନାହିଁ

ସମକକ୍ଷ : ଗୁହାରିଆ

जो फ़रियाद करता हो।

द्वारपाल ने फ़रियादी व्यक्ति को राजा से नहीं मिलने दिया।
गुहारी, फ़रियादी