ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମସୃଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମସୃଣ   ବିଶେଷଣ

ଅର୍ଥ : ଚିକ୍କଣ ଏବଂ କୋମଳ

ଉଦାହରଣ : ଛୁଆମାନଙ୍କର ମସୃଣ କପାଳ କାହାକୁ ଲୋଭିତ କରେନାହିଁ

चिकना और मुलायम।

बच्चों के मसृण कपोल किसे नहीं लुभाते हैं।
मसृण

Smooth and unconstrained in movement.

A long, smooth stride.
The fluid motion of a cat.
The liquid grace of a ballerina.
fluent, fluid, liquid, smooth

ଅର୍ଥ : ଯାହା ବହୁତ ସମତଳ ଏବଂ ଚିକଣିଆ

ଉଦାହରଣ : ସେ ଚିକ୍କଣିଆ ପଟା ଉପରେ କିଛି ଲେଖୁଛି

ସମକକ୍ଷ : ଚିକ୍କଣିଆ

जो बहुत ही समतल और चिकना हो।

वह बट्टाढाल पट्ट पर कुछ लिख रहा है।
बट्टाढाल