ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଶକାରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଶକାରି   ବିଶେଷ୍ୟ

ଅର୍ଥ : ମଶାଙ୍କଠାରୁ ରକ୍ଷାପାଇବାପାଇଁ ପଲଙ୍କ,ଖଟ ଆଦିର ଚାରି ପଟେ ବନ୍ଧା ଯାଉଥିବା ଜାଲି କନା

ଉଦାହରଣ : ମଶାଠାରୁ ରକ୍ଷାପାଇବାପାଇଁ ମଶାରି ବ୍ୟବହାର କରାଯାଏ

ସମକକ୍ଷ : ମଶକହରୀ, ମଶହରୀ, ମଶାରି, ମଶୁରି

मच्छरों से बचने के लिए पलंग, खाट आदि के चारों ओर लगाने का जालीदार कपड़ा।

मच्छरों से बचने के लिए मच्छरदानी का प्रयोग किया जाता है।
चतुष्की, मच्छरदानी, मशकहरी, मसहरी, मोसहरी

A fine net or screen (especially around beds) to protect against mosquitos.

mosquito net