ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଳୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଳୟ   ବିଶେଷ୍ୟ

ଅର୍ଥ : ଏକ ପ୍ରାଚୀନ ଦେଶ

ଉଦାହରଣ : ଆଜିର କେରଳ ବା ଏହାର କିଛି କ୍ଷେତ୍ର ପ୍ରାଚୀନ କାଳରେ ମଳୟଦେଶ ଅନ୍ତର୍ଗତ ଥିଲା

ସମକକ୍ଷ : ମାଲବାର

एक प्राचीन देश।

आज का केरल या उसका कुछ क्षेत्र प्राचीन समय में मलय में आते थे।
मलय, मलय देश, मलाबार, मलाबार देश

The territory occupied by a nation.

He returned to the land of his birth.
He visited several European countries.
country, land, state

ଅର୍ଥ : ମଳୟ ବା ମାଲବାର ଦେଶର ଅଧିବାସୀ

ଉଦାହରଣ : କେତେକ ମଳୟବାସୀ ସୀମା ପାର ହୋଇ ଅନ୍ୟ ଦେଶକୁ ଚାଲି ଗଲେ

ସମକକ୍ଷ : ମଳୟବାସୀ, ମାଲବାରବାସୀ

मलय या मलाबार देश के निवासी।

कुछ मलय सीमा पार कर दूसरे देशों में चले गए।
मलय, मलय वासी, मलय-वासी, मलयवासी, मलाबारी

ଅର୍ଥ : ମାଲେସିଆ ଆଦି ଦେଶରେ କୁହା ଯାଉଥିବା ଭାଷା

ଉଦାହରଣ : ପ୍ରାୟ ଦଶକୋଟି ଲୋକ ମଳୟଭାଷା କହନ୍ତି

ସମକକ୍ଷ : ମଳୟଭାଷା

मलेशिया आदि देशों में बोली जाने वाली भाषा।

लगभग दस करोड़ लोग मलय बोलते हैं।
मलय, मलय भाषा, मलय-भाषा

A western subfamily of Western Malayo-Polynesian languages.

malay