ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଳତ୍ୟାଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଳତ୍ୟାଗ   ବିଶେଷ୍ୟ

ଅର୍ଥ : ପାଇଖାନା ବା ଝାଡ଼ା ଫେରିବାର ପ୍ରକ୍ରିୟା

ଉଦାହରଣ : ଗାଁରେ ଅଧିକାଂଶ ଲୋକେ ଖୋଲା ପଡ଼ିଆରେ ଶୌଚ କରନ୍ତି

ସମକକ୍ଷ : ଝାଡ଼ାଫେରି, ଝାଡ଼ାବସା, ପାଇଖାନା, ଶୌଚ, ହଗମୁତ

पख़ाना या टट्टी करने की क्रिया।

गाँवों में अधिकतर लोग शौच के लिए खुले स्थानों में जाते हैं।
दिशा, दिसा, मल त्याग, मलोत्सर्ग, शौच, शौच कर्म, शौचकर्म

A euphemism for defecation.

He had a bowel movement.
bm, bowel movement, movement

ଅର୍ଥ : ପାଇଖାନା ଯିବାପାଇଁ ତୀବ୍ର ଇଚ୍ଛା ହେବାର ପ୍ରକ୍ରିୟା

ଉଦାହରଣ : ପିଲାଟିକୁ ଝାଡ଼ା ଲାଗୁଛି

ସମକକ୍ଷ : ଝାଡ଼ା, ଝାଡ଼ାଫେରା, ବିଷ୍ଠାତ୍ୟାଗ, ହଗ

पाखाना करने की तीव्र इच्छा होने की क्रिया।

बच्चे को हगास लगी है।
हगवास, हगास