ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଲାଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଲାଟ   ବିଶେଷ୍ୟ

ଅର୍ଥ : ଯେଉଁ କାଗଜକୁ କୌଣସି ପୁସ୍ତକ ଉପରେ ସୁରକ୍ଷା ପାଇଁ ମଡ଼େଇ ଦିଆଯାଏ ଏବଂ ଯେଉଁଥିରେ ଲେଖକଙ୍କ ନାମ ଉଲ୍ଲେଖ ଥାଏ

ଉଦାହରଣ : ବହିର ମଲାଟ ଫାଟି ଯାଇଛି

ସମକକ୍ଷ : ଆବରଣପୃଷ୍ଠା

वह काग़ज़ जो किसी पुस्तक के ऊपर रक्षा के लिए मढ़ा रहता है और जिस पर उसका तथा लेखक का नाम रहता है।

पुस्तक का आवरण पृष्ठ फट गया है।
आवरण पृष्ठ, आवरणपत्र

The protective covering on the front, back, and spine of a book.

The book had a leather binding.
back, binding, book binding, cover

ଅର୍ଥ : ବହିର ସୁରକ୍ଷାପାଇଁ ତା ଉପରେ ମଡ଼ାଯାଇଥିବା ମଲାଟଆଦି

ଉଦାହରଣ : ଏହି ବହି ଫାଟି ଯାଉଛି, ତେଣୁ ଏଥିରେ ମଲାଟ ଲଗାଇଦିଅ

ସମକକ୍ଷ : କଭର୍‌

किताब की रक्षा के निमित्त चढ़ाई हुई दफ़्ती आदि।

किताब को सुरक्षित रखने के लिए इस पर ज़िल्द लगा दो।
कवर, ज़िल्द, जिल्द

The protective covering on the front, back, and spine of a book.

The book had a leather binding.
back, binding, book binding, cover