ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମରୁଭୂମି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମରୁଭୂମି   ବିଶେଷ୍ୟ

ଅର୍ଥ : ନିର୍ଜଳ ସ୍ଥାନ ଯେଉଁଠାରେ ଖାଲି ବାଲି ହିଁ ବାଲି ଦେଖାଯାଏ

ଉଦାହରଣ : ଓଟକୁ ମରୁଭୂମିର ଜାହାଜ କୁହାଯାଏ

ସମକକ୍ଷ : ମରୁ, ମରୁସ୍ଥଳ

वह निर्जल स्थान जहाँ रेत ही रेत हो।

ऊँट को रेगिस्तान का जहाज कहा जाता है।
इरण, मरु, मरुथल, मरुभूमि, मरुस्थल, मरू, रेगिस्तान

Arid land with little or no vegetation.

desert